ଦୀର୍ଘ ଚାରିବର୍ଷ ଜେଲ୍ ରେ ରହିବା ପରେ ଶେଷରେ ଜାମିନ ପାଇ ମୁକୁଳିଥିବା ସନ୍ତୋଷ ରାଉଳ ଓରଫ ସାରଥୀ ଓଡିଶା ଛାଡି କୋଲକତା ପଳାଇଥିଲେ I ସାରଥୀ ଙ୍କ ପାଇଁ ହାଇକୋର୍ଟ ତରଫରୁ ସର୍ତମୂଳକ ଜାମିନ ଦିଆଯାଇଥିଲା I ସର୍ତ ଅନୁଯାଇ ସାରଥୀ ବାରିମୂଳ ଆଶ୍ରମ ଯାଇପାରିବେନି କିମ୍ବା କୌଣସି ଧର୍ମ ସଭା ,ପ୍ରବଚନ କରିପାରିବେ ନାହିଁ I ତେବେ ମାତ୍ର କିଛିଦିନରେ ଅଥୟ ହେଇପଡ଼ିଛନ୍ତି ସାରଥୀ ,ତାଙ୍କୁ ପ୍ରବଚନ କରିବାକୁ ଅନୁମତି ଦିଆଯାଉ ବୋଲି ହାଇକୋର୍ଟ ରେ ଆବେଦନ କରିଛନ୍ତି ସାରଥୀ I

LEAVE A REPLY

Please enter your comment!
Please enter your name here