ଅଫିସ ସମୟରେ ସାଧାରଣତଃ ଜିନ୍ସ ଏବଂ ଟି ଶାର୍ଟ ପିନ୍ଧି କିଛି କର୍ମଚାରୀ ଆସିଥାନ୍ତି ଯାହାର ପ୍ରଭାବ ଅନ୍ୟ କର୍ମଚାରୀ ଙ୍କ ଉପରେ ପଡିଥାଏ I ତେବେ ଅଫିସ ସମୟରେ ଟି ଶାର୍ଟ ଏବଂ ଜିନ୍ସ ପ୍ୟାଣ୍ଟ ପିନ୍ଧି ଅଫିସ ନ ଆସିବାକୁ ବିହାର ସରକାର ତରଫରୁ ନୋଟିସ ଜାରି କରାଯାଇଛି I ଏହି ନୋଟିସ ଦ୍ୱାରା କୁହାଯାଇଛି ଯେ ଯଦି ରାଜ୍ୟ ସଚିବାଳୟର କୌଣସି ବି କର୍ମଚାରୀ କାର୍ଯ୍ୟାଳୟ ସମୟରେ ଅନୁପଯୁକ୍ତ ପୋଷାକ ଏବଂ ଜିନ୍ସ ପ୍ୟାଣ୍ଟ ସହିତ ଟି ଶାର୍ଟ ପିନ୍ଧିକି ଆସନ୍ତି ତେବେ ତାଙ୍କ ବିରୁଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ I ଏହି ନିଷ୍ପତି କୁ ସବୁ ଦିଗରୁ ସ୍ୱାଗତ କରଯାଉଛି I

LEAVE A REPLY

Please enter your comment!
Please enter your name here