ସାଧାରଣତଃ ସ୍ୱାମୀ ସ୍ତ୍ରୀ ଭିତରେ ବହୁତ କମ ପଡୁଥାଏ ଏମିତି ଦୁଇତିନି ଦିନ ଛାଡିଦେଲାପରେ ମଝିରେ ମଝିରେ ଝଗଡା ହଉଥାଏ I ଯଦି ପରସ୍ପର ମଧ୍ୟରେ ଝଗଡା ହେଉଥାଏ ତାହେଲେ ଆପଣ ଯେଉଁ ଘରେ ଶୋଉଛନ୍ତି ସେ ଘରେ କିଛି ଜିନିଷ ଅଛି ଯାହା ଫଳରେ ବାସ୍ତୁଦୋଷର ପ୍ରଭାବ ପକାଉଛି I ଯାହାକି ଶାସ୍ତ୍ରରେ ଲେଖା ଅଛି ଯଦି ଆପଣମାନେ ନିଜ ଶୋଇବା ଘରୁ ଏହି ପାଂଚଟି ଜିନିଷ କାଢିଦିଅନ୍ତି ଆପଣଙ୍କର ଝଗଡା ହେବ ନାହିଁ I ପ୍ରଥମ ହେଉଛି ଆପଣ ଯେଉଁଘରେ ଶୋଉଛନ୍ତି ସେ ଘରେ ଚପଲ ବା ସକ୍ସ ରଖନ୍ତୁ ନାହିଁ I ଏହା ରଖିବା ଦ୍ୱାରା ସେଠାରେ ନକାରାତ୍ମକ ଆଲୋକ ସୃଷ୍ଟି ହୋଇଥାଏ I ଏହି ଜିନିଷ ରହିବା ଦ୍ୱାରା ଘରେ ଵାସ୍ତୁଦୋଷ ମିଳିଥାଏ ଏଥିପାଇଁ ଘରେ ଚପଲ ରଖନ୍ତୁ ନାହିଁ I ଦୁତୀୟରେ ଆସୁଛି ଝାଡୁ ଘର ଝାଡୁ କରିସାରିବା ପରେ ଯଦି ସେହି ଝାଡ଼ୁକୁ ଆଣି ଶୋଇବା ଘରେ ରଖନ୍ତି ତାହା ଆପଣଙ୍କ ପାଇଁ ବିପଦ ହୋଇଥାଏ ଓ ଆପଣଙ୍କୁ କାଙ୍ଗାଳ ଆଡକୁ ଟାଣିନେଇଥାଏ I ଏହା ଝଗଡା ଲାଗିବାର ବଡ କାରଣ ହୋଇଥାଏ ତେଣୁ ଝାଡ଼ୁକୁ କେବେ ଭୁଲୁରେ ଶୋଇବା ଘରେ ରଖନ୍ତୁ ନାହିଁ I ତୃତୀୟରେ ଆସୁଛି ଫଟା କପଡା I ଫଟା କପଡା ବା ଚିରା କପଡା ବେଳେ ବେଳେ ଆପଣଙ୍କ ଶୋଇବା ଘରେ ରହିଯାଇଥାଏ ଯଦି ଏହା ଥାଏ ତାକୁ ଘରୁ ବାହାର କରିଦିଅନ୍ତୁ I ଫଟା କପଡା ରଖିବା ଦ୍ୱାରା ଆପଣ ବିପଦକୁ ଆମନ୍ତ୍ରଣ କରିଥାନ୍ତି ଯାହାଦ୍ୱାରା ଦରିଦ୍ର ହେବା ସହ ଝଗଡା ମଧ୍ୟ ସୃଷ୍ଟି ହୋଇଥାଏ I ସେ ମଧ୍ୟ ନକାରାତ୍ମକ ଆଲୋକ ସୃଷ୍ଟି କରିଥାଏ I ଚତୁର୍ଥ ହେଉଛି ପ୍ଲାଷ୍ଟିକି ପଲଥିନି ଏହା ଶୋଇବା ଘରେ ରଖନ୍ତୁ ନାହିଁ ତାକୁ ଶୋଇବା ଘରଠୁ ଦୁରେଇ ରଖନ୍ତୁ I ଏହା ରଖିବା ଦ୍ୱାରା ସେଠାରେ ନକାରାତ୍ମକ ଆଲୋକ ସୃଷ୍ଟି ହୋଇଥାଏ ଆଉ ଏମିତିକି ଘରେ କୋହଳ ମଧ୍ୟ ସୃଷ୍ଟି ହୋଇଥାଏ ଓ ସ୍ୱାମୀସ୍ତ୍ରୀ ମଧ୍ୟରେ କେବେ ପଡେ ନାହିଁ I ତେଣୁ ଏହି ଜିନିଷକୁ ଶୋଇବIା ଘରୁ କାଢିଦିଅନ୍ତୁ I ପଞ୍ଚମ ହେଉଛି ଟି.ଭି ଶୋଇବା ଘରେ କେବେ ଟି.ଭି ରଖନ୍ତୁ ନାହିଁ ଯଦି ଟି.ଭି ନିଜ ଶୋଇବା ଘରେ ରଖୁଛନ୍ତି ତାହେଲେ ମଧ୍ୟ ସ୍ୱାମୀସ୍ତ୍ରୀଙ୍କ ଭିତରେ ଝଗଡା ଲାଗିରହିଥାଏ ଏହି ଜିନିଷକୁ ମଧ୍ୟ ଦୂରରେ ରଖନ୍ତୁ I ଶୋଇବା ଘରେ କେବେ ଖାଲି ବୋତଲ ରଖନ୍ତୁ ନାହିଁ ଯାହା ଫଳରେ ସେଠାରେ ନକାରାତ୍ମକ ଆଲୋକ ସୃଷ୍ଟି ହୋଇଥାଏ ଓ ବାସ୍ତୁଦୋଷ ପଡିଥାଏ ଯାହା ଫଳରେ ସ୍ୱାମୀସ୍ତ୍ରୀଙ୍କ ଭିତରେ ଅପଟ ହୋଇଥାଏ I ଏହି ଜିନିଷ ପ୍ରତି ଧ୍ୟାନ ଦେଲେ ଘରେ କେବେ ଝଗଡା ହେବ ନାହିଁ I

LEAVE A REPLY

Please enter your comment!
Please enter your name here