ଯାତ୍ରା ରେ ପ୍ରଥମ ଥର ପାଇଁ ଖୋଲାଖୋଲି ଭାବରେ ଦେଖିବାକୁ ମିଳିଥିଲା ଅଶ୍ଳୀଳତା ନାଚ I ଯାତ୍ରା ମଞ୍ଚରେ ଦର୍ଶକ ଙ୍କ ଆଗରେ ଖୋଲା ପଡିଆରେ ନିଜ ବ୍ଲାଉଜ ଖୋଲି ଫୋପାଡ଼ି ଦେଇ ଚର୍ଚା କୁ ଆସିଥିଲେ ବିବାଦୀୟ ନାୟିକା ରାନୀ ପଣ୍ଡା I ଯାହାଙ୍କୁ ନେଇ ଆଜି ପର୍ଯ୍ୟନ୍ତ ଚର୍ଚ୍ଚା ଜୋରଦାର ଲାଗି ରହିଛି I ଏମିତିକି ରାନୀଙ୍କ ଯିବନି କୁ ନେଇକି ଏକ ଚଳଚିତ୍ର ମଧ୍ୟ ଖୁବ ଶୀଘ୍ର ପରଦାକୁ ଆସିବାକୁ ଯାଉଛି I ତେବେ କେବଳ ରାନୀ ନୁହନ୍ତି ଏବେ ରାନୀ ଙ୍କୁ ଟକ୍କର ଦେବାକୁ ଆସିଛନ୍ତି ଆଉ ଜଣେ ଅଭିନେତ୍ରୀ ସୋନାଲି I ଯାତ୍ରା ମାୟନଗରୀ ରେ ସୋନାଲି ଙ୍କ ଖୁଲମ ଖୁଲା ଡାନ୍ସ ଦେଖି ପବ୍ଲିକ କହିଲେଣି ଏବେ ରାନୀ ଙ୍କ ରେକର୍ଡ ଭାଙ୍ଗିବେ ସୋନାଲି I ତେବେ ସୋନାଲି କୁହନ୍ତି ଯେ ସେ ଛତିଶଗଡ଼ି ନୁହନ୍ତି ଖାଣ୍ଟି ଓଡ଼ିଆ ଝିଅ I ଗରିବ ଥିବାରୁ ବାଧ୍ୟ ହେଇ ଏହି ଲାଇନ କୁ ଆସିଛନ୍ତି ନିଜ ପରିବାର ର ଭରଣ ପୋଷଣ କରିବାକୁ I କିନ୍ତୁ ବଦ୍ନାମ ହେବାକୁ ନୁହେଁ ଅବଶ୍ୟ ମିଷ୍ଟେକ ରେ ବେଳେବେଳେ ଭୁଲ ହେଇଯାଏ I ଲୋକମାନେ ତାଙ୍କ ନୃତ୍ୟ କୁ ଭଲପାଉଥିବାରୁ ଆଗାମୀ ଦିନରେ ସେ ଚେଷ୍ଟା କରିବେ ଭରପୁର ମନୋରଞ୍ଜନ କରିବାକୁ I

LEAVE A REPLY

Please enter your comment!
Please enter your name here