ଭାରତ ସାଧାରଣତଃ ହିନ୍ଦୁ ମାନଙ୍କର ଦେବ ଭୂମି ହେଇଥିବା ବେଳେ 51 ଶକ୍ତିପୀଠ ରହିଛି ତନ୍ମଧ୍ୟରୁ କାତ୍ୟାୟନୀ ଶକ୍ତିପୀଠ ବହୁତ ପ୍ରସିଦ୍ଧ ,ମାତାଙ୍କ ଏହି ପିଠ ବୃନ୍ଦାବନରେ ସ୍ଥାପିତ I ଯେଉଁ ଭଳି ଭାବରେ ମାଙ୍କ ଅଙ୍ଗ ସବୁ ଜାଗାରେ ପଡିଥିଲା ଠିକ ସେହି ଭଳି ମାଙ୍କ କେଶ ଏହି ସ୍ଥାନରେ ପଡିଥିଲା ,ଶାସ୍ତ୍ରରେ ଏହି କେଶ ର ଉଲ୍ଲେଖ କରାଯାଇଛିକି ଏହି ସ୍ଥାନରେ ମାତାଙ୍କ ସହ ଭୈରବଙ୍କ ପୂଜାବି ହୁଏ ଏମିତି ତ ଏହି ମନ୍ଦିରରେ ବର୍ଷସାରା ଭକ୍ତି ଲାଗିରୁହେ କିନ୍ତୁ ନବରାତ୍ରି ଦିନ ଏହି ମନ୍ଦିରରେ ବହୁତ ଭିଡ ହୋଇଥାଏ ଖାଲି ଦେଶରୁ ନୁହଁ ବିଦେଶରୁ ମଧ୍ୟ ଆସନ୍ତି ଆଶୀର୍ବାଦ ନେବା ପାଇଁ I

ଏହି ମନ୍ଦିର ବିଷୟରେ ଏମିତି କୁହାଯାଏକି ମନ୍ଦିର ଭିତରେ ରାଧା ଭଗବାନ ଶ୍ରୀକୃଷ୍ଣଙ୍କୁ ପାଇବା ପାଇଁ ପୂଜା ଅର୍ଚନା କରୁଥିଲେ I ଆମ ଗ୍ରନ୍ଥ ଅନୁସାରେ ଏଥିରେ ଉଲ୍ଲେଖ କରାଯାଇଛିକି ଗୋପୀମାନେ ଶ୍ରୀକୃଷ୍ନଙ୍କୁ ପତି ରୂପରେ ପାଇବା ପାଇଁ ରାଧାଙ୍କ ସହ ଏହି ମନ୍ଦିରକୁ ପୂଜା କରିବାକୁ ଆସୁଥିଲେ ,ସେହି ସମୟଠାରୁ ନେଇ ଆଜି ପର୍ଯ୍ୟନ୍ତ କୁବେରୀର ଝିଅମାନେ ମାତାଙ୍କ ସାମ୍ନାରେ ଇଛା ଅନୁସାରେ ବର ପାଇବା ପାଇଁ ମନୋକାମନା ରଖନ୍ତି ,ଏହି ମନ୍ଦିର ଭିତରେ ଭକ୍ତ ହଜାର ସଂଖ୍ୟାରେ ଆସନ୍ତି ଓ ଆଶୀର୍ବାଦ ନିଅନ୍ତି I

ଲୋକ ଏମିତି ମାନନ୍ତି ଯେଉଁ ଭକ୍ତ ସ୍ୱଚ୍ଛ ମନରେ ମାତାଙ୍କୁ କିଛି ମାଗିଥାଏ ,ମା ତାରାଣୀ ତାର ସେହି ଇଛା ବହୁ ଶୀଘ୍ର ପୁରଣ କରନ୍ତି I ଖାସକରି କୁବେରୀର ଝିଅ ଓ ପୁଅମାନେ ନବରାତ୍ରି ସମୟରେ ଏଠାକୁ ଆସନ୍ତି ନିଜ ମନ ପସନ୍ଦର ବର ଓ କନ୍ୟା ପାଇଁ ମନୋକାମନା ରଖନ୍ତି ଓ ମାତାଙ୍କ ଆଶୀର୍ବାଦ ନିଅନ୍ତି ,ମାତା ତାଙ୍କର ମନୋକାମନା ପୁରଣ କରନ୍ତି I

ଲୋକ କୁହଂତିକି ଭଗବାନ ଶ୍ରୀକୃଷ୍ଣ କଂସର ବଦ୍ଧ କରିବା ପୂର୍ବରୁ ଯମୁନା ନଦୀରେ ମାତା କାତ୍ୟାୟନୀକୁ କୁଳାଦେବୀ ମାନି ବାଲିରେ ମାତାଙ୍କ ପ୍ରତିଭା ବନେଇଥିଲେ ,ଭଗବାନ ଶ୍ରୀକୃଷ୍ଣ ପୂଜା କରିବା ସମୟରେ କଂସର ବଦ୍ଧ କରିଥିଲେ ,ସବୁ ବର୍ଷ ନବରାତ୍ରିଦିନ ଏଠାରେ ମେଳାର ଆୟୋଜନ ହୋଇଥାଏ ,ମାତା କାତ୍ୟାୟନୀଙ୍କ ମନ୍ଦିରର ନିର୍ମାଣ ଫେବୃଆରୀ 1923ରେ ସ୍ୱାମୀ କେଶବନନ୍ଦ କରିଥିଲେ ,ଯେଉଁ ଭକ୍ତ ଏଠାକୁ ପୂଜା କରିବାକୁ ଆସିଥାଏ ତା ମନକୁ ଶାନ୍ତି ମିଳିଥାଏ I

LEAVE A REPLY

Please enter your comment!
Please enter your name here