କୁହାଯାଏ କି ଯାହାର ଆତ୍ମବିଶ୍ୱାସ ନଥାଏ ସେପିଲା କୌଣସିବି ନୂଆ କାମ କରିବା ଆଗରୁ ପଛ ଘୁଞ୍ଚା ଦେଇଥାନ୍ତି କାରଣ ତାଙ୍କ ଅସଫଳ ହେବାର ଡର ରହିଥାଏ I ସେ ବଡ ହୋଇ ମଧ୍ୟ ପିଲାଙ୍କ ପଛରେ ରହିଯାଇଥାଏ ଏବଂ ସଫଳ କ୍ୟାରିଅର ବନେଇପାରିନଥାଏ I ଏକ ଅଭିଭାବକ ଭଳି ତାଙ୍କୁ ସବୁବେଳେ ସପୋର୍ଟ କରିବା ଦରକାର I

କିଛି କଥା ଏମିତି ଅଛି ଯାହା ପିଲାଙ୍କୁ କହିବା କଥା ନୁହଁ କାରଣ ଏମିତି କଥା ତାର ଆତ୍ମବିଶ୍ୱାସକୁ ଦୁର୍ବଳ କରିଥାଏ I ପ୍ରଥମ ହେଲା ଝିଅବା ପୁଅ ଏମିତି କରିବା କଥା ନୁହଁ I ଜଣେ ପିଲା ସରଳ ଅଟେ ସେ ଝିଅ ବା ପୁଅ ହୋଇନଥାଏ I ତାକୁ ଜେଣ୍ଡରରୁ ଶିଖାନ୍ତୁ ନାହିଁ ତାକୁ ଯାହା ପସନ୍ଦ ତାକୁ କରିବାକୁ ଦିଅ Iକୌଣସି ଜିନିଷ ଜାଣିବାକୁ ଚାହୁଁଚି ଯଦି ତାକୁ ଶିଖିବାକୁ ଦିଅନ୍ତୁ I ଉଦାହରଣ ସ୍ୱରୂପ ଯଦି ଆପଣଙ୍କ ପୁଅ ରୋଷେଇ ଘରେ ରୁଟି ଶିଖିବାକୁ ଚାହୁଁଛି ତ ତାକୁ ଶିଖିବାକୁ ଦିଅ I

ଦୁତୀୟରେ ନିଜ ପିଲା ସହ କଥା ହେବାର ମାର୍ଗ ଖୋଲା ରଖନ୍ତୁ ସେମାନଙ୍କୁ ପ୍ରଶ୍ନ ପଚାରିବାର ଜିଜ୍ଞାନ୍ସ ସବୁବେଳେ ଦିଅନ୍ତୁ Iତାଙ୍କୁ କୁହନ୍ତୁ ଯେମିତି ବିଭିନ ଜିନିଷ ଉପରେ ତାଙ୍କର ମନ କଥା ପ୍ରକାଶ କରିବେ I ଯେମିତି ସେ କଣ ଚାହୁଁଛନ୍ତି ଓ କଣ ଭାବୁଛନ୍ତି I

ତୃତୀୟରେ :ଏହା ପିଲାଙ୍କୁ ଡ଼ରାଇବାର ବହୁତ ପୁରୁଣା ଉପାୟ ଅଟେ I ଏହା ଦ୍ୱାରା ପିଲାଙ୍କ ମନ ଭିତରେ ଭୟ ସୃଷ୍ଟି ହୁଏ I ପିଲା କୌଣସି ମୂଲ୍ୟବାନ ଜିନିଷ ଧରିଥାଏ ତାହା ଯଦି ତଳେ ପଡି ଭାଙ୍ଗିଯାଏ ତାକୁ ଏହା କୁହନ୍ତୁ ନାହିକି ତୋ ବାପାକୁ ଆସିବାକୁ ଦେ ବରଂ କୁହନ୍ତୁ ତମେ ନିଜେ ବାପାଙ୍କୁ କହିବ ନା ମୁ କହିଦେବି ପିଲାଙ୍କ ମନରେ ଏହି ସାହାସ ବଢାନ୍ତୁକି ଯେମିତି ସେ ବଡ ଲୋକଙ୍କ ଆଗରେ ନିଜ ଭୁଲ ସିକ୍ୱIର କରିବେ I

ଚତୁର୍ଥରେ ପିଲାଙ୍କୁ କେବେ ସିଧା କୁହନ୍ତୁ ନାହିଁ I ଏହାଦ୍ୱାରା ସେ ନିଜ ଅଭିଭାବକଙ୍କ ପ୍ରତି ବିଶ୍ୱାସ ହରାଇ ବସନ୍ତି I ଯଦି ଆପଣଙ୍କ ପିଲା ଆପଣଙ୍କ କଥା ନମାନେ ତାହେଲେ ତାକୁ ଅଲଗା ପ୍ରକାରରେ ବୁଝାନ୍ତୁ I ତା ଉପରେ ନ ଚିଲାଈ ତାକୁ କୁହନ୍ତୁ ଘର ଭିତରେ ନଖେଳି ସାଙ୍ଗମାନଙ୍କୁ ଡାକି ପାର୍କରେ ଖେଳିବୁ ଯା I

ପଂଚମରେ ନିଜ ପିଲାର ଆତ୍ମବିଶ୍ଵାସକୁ ଦୁର୍ବଳ କରନ୍ତୁ ନାହିଁ I ବହୁ ସମୟ ଏମିତି ଆସିଥାଏ ପିଲା ବହୁ କଥା କରିବାକୁ ଭାବିଥାଏ ଆପଣ ଜାଣିଛନ୍ତି ସେ ତାହା କରିପାରିବ ନାହିଁ Iତାକୁ ମନା ନକରି ତାଙ୍କ ପାଖରେ ରହି ତାକୁ ତାହା କରିବାକୁ ଦିଅନ୍ତୁ ଧରନ୍ତୁ ଆପଣଙ୍କ ପିଲା ଏକ ଭାରି ଜିନିଷ ଉଠେଇବାକୁ ଚାହୁଁଛି ଯାହା ତା ବୟସରେ ସମ୍ଭବ ନୁହେ ତାକୁ ବନ୍ଦ ନକରି ତାକୁ କୁହନ୍ତୁ ମୁ ସାହାଯ୍ୟ କରିବି ବା ଦୁହେଁ ମିଶିକି ଉଠେଇବା ବୋଲି କୁହନ୍ତୁ I ପିଲାମାନେ ଚେଷ୍ଟା କରି କରି ହିଁ ଶିଖିଥାନ୍ତି I

ଷଷ୍ଠରେ ନିଜ ପିଲା ଭିତରେ ତାର ନକରI ତ୍ମକ ଛବି ବନାନ୍ତୁ ନାହିଁ I ଭୁଲ କରିଥିଲେ ବ୍ଲେମ କରିବା ପରିବର୍ତେ ନିଜ ଭୁଲୁବି ଦେଖନ୍ତୁ ଠିକ କଥା ବୁଝାନ୍ତୁ ଓ ଠିକ ରାସ୍ତା ଦେଖାନ୍ତୁ I ମା ଯଦି ତା ପିଲାକୁ କିଛି ସୁନ୍ଦର ଉପହାର ଦେଇପାରେ ତା ହେଉଛି ଆତ୍ମବିଶ୍ୱାସ I

LEAVE A REPLY

Please enter your comment!
Please enter your name here