ଆଜି ଇଦ ପାଳନ ହେଉଥିବା ବେଳେ .କାଶ୍ମୀର କୁ ସବୁଠାରୁ ଅଧିକ ଉତ୍ସାହ ଲାଗି ରହିଛି ,ତେବେ ଏହି ପରିପ୍ରେକ୍ଷୀରେ ଚର୍ଚ୍ଚା ହେଉଛି କି ଭାରତକୁ ISI ୭ ଜଣ ଜୈସ-ଏ-ମହମ୍ମଦ ଆତଙ୍କୀ ପଶି ଆସିଛନ୍ତି I ଏନେଇ ହାଇ ଆଲର୍ଟ ଜାରି କରାଯାଇଛି I ଗୁଇନ୍ଦା ଖବର ଅନୁଯାଇ ଏହାକୁ ପାକିସ୍ତାନ ସମର୍ଥନ କରୁଛି ,ଆଜି ପର୍ବ ପାଳନ ହେଉଥିବା ସମୟରେ କାଶ୍ମୀର ରେ ଆକ୍ରମଣ କରାଇ ଭାରତ କୁ ନିନ୍ଦା କରିବାକୁ ଏହା ଷଡଯନ୍ତ୍ର I କାଶ୍ମୀର ରେ ଧାରା 370 ଉଛେଦ କୁ ନେଇକି ପାକିସ୍ତାନ ଭାରତ ଉପରେ କ୍ରୋଧିତ ଅଛି ,ତେଣୁ ଏହିପରି ଭାବରେ ପ୍ରତିଶୋଧ ନେବାକୁ ଚାଁହୁଛି ବୋଲି ଚର୍ଚ୍ଚା ହେଉଛି I ତେବେ କାଶ୍ମୀର ଉପରେ ସମସ୍ତଙ୍କ ତୀକ୍ଷ୍ଣ ନଜର ରହିଥିବାରୁ ଅନୁପ୍ରବେଶ କରିଥିବା ଆତଙ୍କବାଦୀ ମାନେ ପାଖାପାଖି କେଉଁ ଜାଗାରେ ଲୁଚିକି ରହିଥିବା ଗୁଇନ୍ଦା ସନ୍ଦେହ କରିଛି I

LEAVE A REPLY

Please enter your comment!
Please enter your name here