ପଙ୍କଜ ସିଂ ଓ ତାଙ୍କ ପତ୍ନୀ ଗୀତା କିଛି ବର୍ଷ ପୂର୍ବରୁ କୈଳାସ ଯାତ୍ରାରେ ଯାଇଥିଲେ I ପଙ୍କଜ ଓ ତାଙ୍କ ପତ୍ନୀ ଗୀତା ଆସିକି ଏକ ବହୁତ ବଡ ପ୍ରସିଦ୍ଧ ନ୍ୟୂଜୁ ଚ୍ୟାନେଲେରେ କହିଥିଲେ ସେମାନେ ଶିବଙ୍କୁ ଦେଖିଛନ୍ତି I ଖାଲି ସେମାନେ ନୁହେ ତାଙ୍କ ସହିତ ଯେତେ ଯାତ୍ରୀ ଥିଲେ ସମସ୍ତେ ଦେଖିଛନ୍ତି I

କୈଳାସ ପର୍ବତ ସମୁଦ୍ରସ୍ଥଳ ଠାରୁ 2019 ଫୁଟ ଉପରେ ଅବସ୍ତିତ I କୈଳାସ ପର୍ବତକୁ ଯାତ୍ରା କରିବା ଓ ତାକୁ ଦେଖିବା ପାଇଁ ବହୁ କି.ମି.ପାଦରେ ଚାଲିବାକୁ ପଡିବ ପଙ୍କଜ ଓ ଗୀତା କହିଲେ ଡେ଼ରାମୁଖରେ ପହଂଚିବା ପରେ ସେ କୈଳାସ ଚାଲିବାକୁ ଲାଗିଲେ I ସେ 20କି.ମି ଚାଲିବା ପରେ ସନ୍ଧ୍ୟା ସମୟରେ କୈଳାସ ପର୍ବତରେ ପହଁଚିଲେ I

ପଙ୍କଜ ଓ ଗୀତା ତାଙ୍କ ସହ ଥିବା ଅନ୍ୟ ଯାତ୍ରୀମାନେ ଦୂରରୁ ଶିବଙ୍କୁ ଦେଖି ବ୍ୟସ୍ତ ହୋଇପଡିଲେ ଓ ଶିବ ଭଜନ ଗାଈ ସେଠାରେ ସୋଇଗଲେ I ଦୁତୀୟ ଦିନ ପଙ୍କଜ ଓ ଗୀତା ଶୀଘ୍ର ଉଠିଗଲେ ତାଙ୍କ ସହ ସବୁ ଯାତ୍ରୀ କୈଳାସ ପର୍ବତ ପରିକ୍ରମା କରିବାକୁ ପ୍ରସ୍ତୁତ ହୋଈଗଲେ I ଗୀତା ଭୋଳାନାଥଙ୍କ ନାମ ଧରି ପରିକ୍ରମା କରୁଥିଲା ତା ମନରେ ଇଏ ଇଛା ଥୀଲାକି କୌଣସି ଆଲୋକିକ ଶକ୍ତି ଦେଖାଯାଉ I

କୈଳାସ ପର୍ବତ ଯାତ୍ରା ସବୁଠୁ କଠିନ ଯାତ୍ରା ଓ ବହୁତ ଲୋକଙ୍କୁ ଏଠାରେ ଅଲୋକିକ ଶକ୍ତି ଦେଖାଯାଇଛି I ଗୀତା ହଟାତ କୈଳାସ ପର୍ବତ ଉପରେ ଦେଖିଲା ଓ ଖୁସିରେ ପାଗଳ ଭଳି ହେଲା ଓ ଜୋରରେ ହରେ ହରେ ମହାଦେବ କହିବାକୁ ଲାଗିଲା I ଲୋକେ ପ୍ରଥମ ଭାବିଲେ ସେ ସେମିତି କହୁଛି କିନ୍ତୁ ଗୀତା ଦୁଇ ହାତ ଉପରକୁ ଉଠାଇ ନାଚିବାକୁ ଲାଗିଲା ସେ ଏମିତି କିଛି ଦେଖିଲା ଯେଉଁଥିରେ ତା ଜୀବନ ଧନ୍ୟ ହୋଇଯିବ I ଗୀତା ତା ପତି ଓ ଯାତ୍ରୀଙ୍କୁ ଇସାରା କରି କୈଳାସ ପର୍ବତ ଉପରେ କିଛି ଦେଖାଇଲା ଓ ସମସ୍ତେ ଝୁମିଉଠିଲେ ଓ ହରେ ହରେ ମହାଦେବ କହିବାକୁ ଲାଗିଲେ I

ପଙ୍କଜ ଓ ତାଙ୍କ ସାଥିରେ ଥିବା ଯାତ୍ରୀମାନେ ସଂଗେ ସଂଗେ ଫଟୋ ନେଲେ I ଅସଲରେ ଗୀତା ଓ ସବୁ ଯାତ୍ରୀଙ୍କୁ କୈଳାସ ପର୍ବତ ଉପରେ ଭଗବାନ ଶିବଙ୍କ ଆକୃତିର ଏକ ଚିତ୍ର ଦେଖାଗଲା I ଗୀତାକୁ ବିଶ୍ୱାସ ଥିଲାକି ଇଏ ଶିବ ଓ ସେ ଯେତେବେଳେ ଯାତ୍ରୀମାନଙ୍କୁ ପଚାରିଲା ସେ କହିଲେ ଏହା ଏକ ଆକୃତି ଯାହା ଶିବଙ୍କ ଭଳି ଲାଗୁଛି I ଏହାକୁ ଗୀତା ଓ ପଙ୍କଜ ସମସ୍ତଙ୍କ ସହ ସେୟାର କଲେ I ସେମାନେ ବହୁତ ଟି.ଭି.ଚ୍ୟାନେଲେରେ ଇଣ୍ଟରଭିୟୁ ଦେଇ କୈଳାସ ପର୍ବତରେ ବନିଥିବା ସେହି ଆକୃତିକୁ ଦେଖାଇଲେ I

ସେମାନେ ମହାଦେବଙ୍କ ଆକୃତି ସହ ଆଉ ଦୁଇ ଆକୃତି ମଧ୍ୟ ଦେଖିଥିଲେ ଯେମିତି ନନ୍ଦୀ ସବୁବେଳେ ଶିବଙ୍କ ପାଖରେ ବିରାଜମାନ ରହିଥାଏ ସେମିତି କୈଳାସ ପର୍ବତରେ ଶିବଙ୍କ ପାଖରେ ନନ୍ଦୀ ବସିଥିବାର ଆକୃତି ଦେଖାଗଲା I ସେହି ପାହାଡ଼ ପାଖରେ ଗଣେଶଙ୍କ ଆକୃତି ଭି ଦେଖାଗଲା ପାହାଡ ଏମିତି ବନିଥିଲା ଯେମିତି ସେଠାରେ ଗଣେଶଙ୍କ ଶୁଣ୍ଡ ଓହଳୀଛି ଏହି କଥା ପଙ୍କଜ ଓ ଗୀତା ଫଟୋ ଦେଖାଇ ଟି.ଭି ଚ୍ୟାନେଲେରେ କହିଥିଲେ I

LEAVE A REPLY

Please enter your comment!
Please enter your name here