ଏମିତି କିଛି ରହସ୍ୟମୟ ସ୍ଥାନ ଅଛି ଯେଉଁଠିକି ଯିବାର ମାନେ ହେଉଛି ମୃତ୍ୟୁ I ତାପରେ ବି ଲୋକମାନେ ସେଠାକୁ ବୁଲିବାକୁ ଯାଆନ୍ତି I କିନ୍ତୁ ଏମିତି କିଛି ଜାଗା ଅଛି ଜଉଠିକୁ ଯିବାକୁ ମନା କରାହେଇଛି I ପ୍ରଥମ ଜାଗା ହେଉଛି ଚାଇନା ଯଦି ଆପଣଙ୍କୁ ଭୟ ନାହିଁ ତାହେଲେ ଆପଣଙ୍କୁ ଚାଇନାର ମାଉଣ୍ଟେନ ପର୍ବତ ଅଧିକ ଆକର୍ଷଣ କରିବ I ଏହି ପର୍ବତ ନିଜର ସକ୍ରିୟ ରାସ୍ତା ପାଇଁ ପୁରା ଦୁନିଆରେ ପ୍ରସିଦ୍ଧ ଓ ଏଥିପାଇଁ ଏହାକୁ ମୃତ୍ୟୁର ରାସ୍ତା ବୋଲି କୁହାଯାଏ I ଏହି ପର୍ବତର ଉଚ୍ଚତା 7000ଫୁଟୁ I ଏହି ପର୍ବତକୁ ଦୁନିଆର ସବୁଠୁ ଭୟାନକ ପର୍ବତ ବୋଲି କୁହାଯାଏ ପ୍ରାଚୀନ କାଳରେ ଏହି ପର୍ବତରେ ବହୁ ଗୁଡ଼େ ମନ୍ଦିର ଥିଲା I ଏହି ମନ୍ଦିରର କର୍ମଚାରୀମାନେ ନିଜର ଯିବାଆସିବା ପାଇଁ ଏହି ରାସ୍ତାର ନିର୍ମାଣ କରିଥିଲେ ଏବଂ ଧୀରେ ଧୀରେ ସେହି କର୍ମଚାରୀଙ୍କ ସଂଖ୍ୟା କମିଗଲା I ଏବେ ଏଠାକୁ ବୁଲିବା ପାଇଁ ବହୁ ପର୍ଯ୍ୟଟକ ଆସନ୍ତି I ଏହିକାଠର ରାସ୍ତାରେ ଚାଲିବାକୁ ହେଲେ ଏକ ଝୁଂଜୁର ସାହାଯ୍ୟରେ ଚାଲିବାକୁ ହେବ I ଏହି ଝୁଂଜୁର ହାତରୁ ଖସିଗଲେ ଆପଣ ଘାଇରେ ଖସିପଡିବେ I ସେଠିକାର ଲୋକ କୁହନ୍ତି ପ୍ରତି ବର୍ଷ ପ୍ରାୟ 100 ଲୋକ ଏହି ସକ୍ରିୟ ରାସ୍ତାରେ ଚାଲିବା କାରଣରୁ ମୃତ୍ୟୁ ହେଇଛି I ମଡର ଭେଲି ମେକ୍ସିକୋ ପ୍ରତି ଗଳିରେ ଜିଅନ୍ତା ଜଳୁଥିବା ଶବ ଲାଲ ରକ୍ତରେ ଚିତ୍କାର କରୁଥିବା ମଣିଷ I ଚାରିଆଡେ ଗୁଳି ବନ୍ଧୁକ ଦିନରାତି ଯୁଦ୍ଧ ଭଳି ପରିବେଶ I ଚିନ୍ତା କଲାବେଳକୁ ଡର ଲାଗୁଛି I ମେକ୍ସିକୋରେ ଏମିତି ଏକ ଭୟାନକ ସହର ଅଛି ପୋଲିସ ଯିବା ପାଇଁ ମଧ୍ୟ ଭୟ କରନ୍ତି I ଦିନେ ଏହି ସହରରେ ଲୋକ ସୁଖଶାନ୍ତିରେ ଜୀବନ ବିତାଉଥିଲେ I ତୁଳା ଚାଷ ଏମାନଙ୍କ ମୁଖ୍ୟ ବ୍ୟବସାୟ ଥିଲା I ପ୍ରଥମେ ଏହି ସହରରେ ପ୍ରାୟ 60000 ଲୋକ ରହୁଥିଲେ I ଶାସନ କରିବା ଲୋଭ ସେମାନଙ୍କ ଭିତରେ ଝଗଡା ସୃଷ୍ଟି କଲା ଓ ନିଜେ ନିଜକୁ ନିର୍ମଳ ଭାବେ ହତ୍ୟା କରିବାକୁ ଲାଗିଲେ I ସେଥିପାଇଁ କିଛି ଲୋକ ସେ ସହର ଛାଡି ଚାଲିଗଲେ I ବର୍ତ୍ତମାନ ଏହି ସହରରେ ମାତ୍ର 5000 ଲୋକ ଜୀବିତ ଅଛନ୍ତି I ସ୍ନେକ ଆଇଲ୍ୟାଣ୍ଡ ଦୁନିଆରେ ଯେତେ ପ୍ରଜାତିର ସାପ ଦେଖାଯାନ୍ତି ସମସ୍ତଙ୍କର ବିଷ ନଥାଏ ହେଲେ ସାପମାନଙ୍କର କିଛି ପ୍ରଜାତି ଏତେ ବିଷଧର ହୋଇଥାନ୍ତିକି ସେ କ୍ଷଣକ ସମୟରେ କାହାରବି ଜୀବନ ନେଇପାରନ୍ତି I ବ୍ରାଜିଲିରୁ ପ୍ରାୟ 90 କି.ମି ଦୂରରେ ଅବସ୍ତିତ ଏହି ଆଇଲ୍ୟାଣ୍ଡକୁ ସ୍ନେକ ଆଇଲ୍ୟାଣ୍ଡ ବୋଲି କୁହାଯାଏ କାହିଁକିନା ଏଠାରେ ଦୁନିଆର ସବୁଠୁ ଅଧିକ ସାପ ଦେଖିବାକୁ ମିଳିଥାଏ I ସେଥିପାଇଁ ଏହି ସ୍ଥାନକୁ ଦୁନିଆର ସବୁଠୁ ଭୟାନକ ସ୍ଥାନ ବୋଲି କୁହାଯାଏ I ରା଼ମିରି ଆଇଲ୍ୟାଣ୍ଡ :ଏହି ଆଇଲ୍ୟାଣ୍ଡ ବ୍ରହ୍ମର ନିକଟବର୍ତୀ ସ୍ଥାନରେ ଅବସ୍ତିତ I ଏଠାରେ ଭୟାନକ ଜୀବ ଅଛନ୍ତି ଯାହା ଲୋକମାନଙ୍କୁ ବେଶୀ ଭୟବିତ କରିଛି I ଏହି ଆଇଲ୍ୟାଣ୍ଡରେ କ୍ଷାରୀୟ ପାଣିର ବହୁ ଗୁଡ଼େ ପୋଖରୀ ଅଛି ସେହି ପୋଖରୀରେ ଭୟାନକ କୁମ୍ଭୀର ମାନେ ରାଜ କରନ୍ତି I ବ୍ରିଟିସିର କିଛି ସୈନିକ ନିଜ ଜୀବନ ବଂଚାଇବା ପାଇଁ ଏହି ଆଇଲ୍ୟାଣ୍ଡକୁ ଆସିଥିଲେ ତାଙ୍କ ଭିତରୁ କିଛି ସୈନିକ ଏହି କୁମ୍ଭୀର ମାନଙ୍କ ଶିକାର ପାଲଟିଗଲେ I କହନ୍ତି ଏହି ଆଇଲ୍ୟାଣ୍ଡରୁ ମାତ୍ର 20 ଜଣ ସୈନିକ ଘରକୁ ଫେରିଥିଲେ I

LEAVE A REPLY

Please enter your comment!
Please enter your name here