ଯେଉଁ ଲୋକ ନିଜ ବେଡ ରେ ଏହି ତିନଟି ଭୁଲ କରିଥାନ୍ତି ସେମାନେ ଦରିଦ୍ରତାର ଶିକାର ହେଇଥାନ୍ତି ଓ ଚାକିରି ଯିବାର ବିପଦ ମଧ୍ୟ ରହିଥାଏ I ଆପଣ ଯେଉଁ ବେଡେ ରେ ଶୋଉଛନ୍ତି ଯଦି ସେହି ବେଡେ କୁ ବ୍ୟସ୍ତତା ଭିତରେ ଛାଡ଼ିଦିଅନ୍ତି ତାହେଲେ ରାହୁ ସହ ଜଡିତ ଥିବା ଦୋଷ ଆସିଥାଏ I ସକାଳୁ ସକାଳୁ ଅଜାଣତରେ ଆମେ ଏମିତି କାମ କରିଦେଇଥାଉ ଯାହାର ପ୍ରଭାବ ଆମ ସ୍ୱାସ୍ଥ ଓ ଭବିଷ୍ୟତ ଉପରେ ପଡିଥାଏ I ସଫଳ ବା ଧନମାନ ହେବାପାଇଁ ପ୍ରତିଦିନ ଜଡିତ କିଛି ଏପରି ଭୁଲୁ ଅଛି ଯାହା କରିବାରୁ ଆମେ ବଂଚିବା ଦରକାର I ଜାଣନ୍ତୁ ସେହି ତିନଟି କାମ ଯାହା ଆପଣ ଭୁଲୁରେ ବି କରନ୍ତୁ ନାହିଁ I ପ୍ରଥମ ହେଉଛି ବେଡେରେ ବସି ଖାଇବା ବା ସକାଳୁ ଚା ପିଇବା I କିଛି ଲୋକଙ୍କର ଅଭ୍ୟାସ ଥାଏ ବେଡେରେ ଚା ପିଇବା I ଗ୍ରନ୍ଥ ଅନୁସାରେ ଏହି ଅଭ୍ୟାସ କରିବା ଭୁଲୁ ଅଟେ ଏହା ଦ୍ୱାରା ରୋଗ ହେବାର ସମ୍ଭାବନା ଥାଏ ସେଥିପାଇଁ ଯେଉଁମାନଙ୍କର ଅଭ୍ୟାସ ଅଛି ତାକୁ ଛାଡ଼ିଦେବା ଦରକାର I ବେଡେ ରେ ଖାଦ୍ୟ ଖାଇଲେ ମଇଳା ହେଇଯାଏ ଯାହାକି ବାସ୍ତୁଶାସ୍ତ୍ର ଅନୁସାରେ ଭୁଲୁ ଅଟେ I ଏମିତି କଲେ ଘରକୁ ଦରିଦ୍ରତା ଆସିଥାଏ I ଦୁତୀୟ ହେଉଛି ସକାଳେ ବେଡେ ଓଲଟପାଲଟ ରହିବା I କିଛି ଲୋକ ଉଠିବାରେ ବେଡେକୁ ନସଜାଡ଼ି ସେମିତିହିଁ ଛାଡ଼ିଦିଅନ୍ତି ଯାହା ଦିନସାରା ସେମିତି ପଡିକି ରହିଥାଏ I ଜୋତିସ ଶାସ୍ତ୍ର ଅନୁସାରେ ରାହୁ ସମ୍ବନ୍ଧିତ ଦୋଷ ବଢିଥାଏ ତା ସହିତ ସ୍ୱାସ୍ଥ ଏବଂ ପଇସାର ମଧ୍ୟ ଅସୁବିଧା ହେଇଥାଏ I ଯଦି ଉନ୍ନତି କରିବାର ଅଛି ସକାଳୁ ଉଠି ବେଡେକୁ ସଜାଡନ୍ତୁ I ତୃତୀୟ ହେଉଛି ବାସ୍ତୁଶାସ୍ତ୍ର ଅନୁସାରେ ଯେଉଁଠି ଆପଣ ଶୁଅନ୍ତି ମାନେ ବେଡେରେ ବିଛାଇଥିବା ଚାଦର ,ତକିଆରେ ଲାଗିଥିବା କଭର ପ୍ରତି ସପ୍ତାହରେ ଧୋଇବା ଦରକାର I ସଫା ଚାଦର ବ୍ୟବହାର କରିବା ଦରକାର ଯଦି ଏମିତି ନକରନ୍ତି ତାହେଲେ ଆପଣଙ୍କ ଉପରେ ଶନିଙ୍କ କୋପଦୃଷ୍ଟି ପଡିବ ଓ ବର୍ବାଦ ହେବାର ଆଶଙ୍କା ଥାଏ I

LEAVE A REPLY

Please enter your comment!
Please enter your name here