ବିୟର ପିଇବା ର କିଛି ଖରାପ ପ୍ରଭାବ ରହିଛି। ବିୟର ରେ କମ୍ ନିଶା ହୋଇଥାଏ ଏବଂ ଆଲ୍କହଲ୍ ମଧ୍ୟ ବହୁତ କମ୍ ରହିଥାଏ । ପ୍ରଥମ ପ୍ରଭାବ ବିୟର ପିଇବା ଦ୍ୱାରା ଆପଣଙ୍କ ମେଦ ବହୁତ ବୃଦ୍ଧି ଘଟିଥାଏ। ବିୟର ପିଇଲେ ପେଟ ମଧ୍ୟ ବାହାରି ଯାଇଥାଏ। ନିୟମିତ ବିୟର ପିଉଥିବା ଲୋକ ର ପେଟ ବାହାରି ଥାଏ। ମୋଟା ବ୍ୟକ୍ତି ଆଦୈ। ବିୟର ପିଇବା ଉଚିତ ନୁହେଁ କାରଣ ଏହା ମୋଟାପଣ କୁ ଆହୁରି ବଢ଼।ଇ ଦେବ। ଦ୍ୱିତୀୟ ପ୍ରଭାବ ହେଉଛି, ଅଧିକ ବିୟର ପିଇବା ଦ୍ୱାରା ଲିଭର୍ ନଷ୍ଟ ହୋଇଯାଇଥାଏ କାରଣ ଏଥିରେ ଆଲ୍କହଲ୍ ମଧ୍ୟ ରହିଥାଏ।
ଲିଭର୍ ଥରେ ଖରାପ ହେଲେ ଯାହା ଖାଇଲେ ବି ହଜମ ହେବ ନାହିଁ, କାରଣ ପାଚନ ରଶ କ୍ଷରଣ କରିବା କାମ ଲିଭର କରିଥାଏ।
ତୃତୀୟ ପ୍ରଭାବ ହେଉଛି, ଅଧିକ ବିୟର ପିଇବା ଦ୍ୱାରା ତଣ୍ଟି କ୍ୟାନ୍ସର ହେବା ର ସମ୍ଭାବନା ରହିଥାଏ। ଚତୁର୍ଥ ପ୍ରଭାବ ହେଉଛି, ଉଚ୍ଚ ରକ୍ତଚାପ ଥିଲେ କେବେ ବି ବିୟର ପିଇବା ଉଚିତ ନୁହେଁ ,କାରଣ ଏହି ବିୟର ଆପଣଙ୍କ ରକ୍ତରେ ମିଶି ରକ୍ତଚାପ କୁ ବଢାଇ ଦେଇ ଥାଏ। ଏହା ଦ୍ୱାରା ଆପଣଙ୍କ ଜୀବନ ରେ ବିପଦ ଆସି ପାରେ। ପଣ୍ଚମ ପ୍ରଭାବ ହେଉଛି, ବେଶି ବିୟର ପିଇବା ଦ୍ୱାରା ମନ ରଖିବା ଶକ୍ତି କମି ଥାଏ। ତେଣୁ ବିୟର ପିଇବା ଉଚିତ ନୁହେଁ।

SHARE
Previous articleଲୁହ
Next article-ଦୋଷୀ-

LEAVE A REPLY

Please enter your comment!
Please enter your name here