ବିଜୁଳି କମ୍ପାନୀ ଗୁଡ଼ିକ କ୍ଷତି ରେ ଚାଲୁଥିବା ବେଳେ ଅଧିକାଂଶ ସରକାରୀ କାର୍ଯ୍ୟାଳୟ ଏବଂ କମ୍ପାନୀ ଗୁଡିକରେ ବକେୟା ପଡ଼ିରହିଛି I ବିଦ୍ୟୁତ୍ ବଣ୍ଟନ କମ୍ପାନୀ ଗୁଡ଼ିକ ବକେୟା ଆଦାୟ ପାଇଁ କମ୍ପାନୀ ଗୁଡ଼ିକୁ ବାରମ୍ବାର ନୋଟିସ୍ କରୁଥିଲେ ମଧ୍ୟ ବିଜୁଳି ବିଭାଗ କୁ କେହି ଖାତିର କରୁନାହାନ୍ତି I ତେବେ କଂପାନୀ ଗୁଡ଼ିକର ଖାମଖିଆଲି କୁ ପାନେ ଦେବାକୁ ଯାଇ ନେସ୍କୋ ନେଇଛି ବଡ଼ ପଦକ୍ଷେପ I
ବକେୟା ବିଦ୍ୟୁତ୍ ନଦେବାରୁ ବାଲେଶ୍ବର ଆଏଲଜ୍ ର ବିଦ୍ୟୁତ୍ ବିଚ୍ଛିନ୍ନ କରିଛି ବିଦ୍ୟୁତ୍ ବିଭାଗ ନେସ୍କୋ I ଏନେଇ
ସୂପରି ଟେଣ୍ଡିଂ ଇଞ୍ଜିନିୟର ସୂଚନା ଦେଇ କହିଛନ୍ତି ଯେ ବାଲେଶ୍ବର ର ବାଲେଶ୍ବର ଆଲ ଏଜ୍ ର 165 କୋଟି ବିଦ୍ୟୁତ୍ ଶୁକ୍ଳ ବକେୟା ରହିଥିଲା

l ପ୍ରତି ମାସରେ ପାଖାପାଖି କମ୍ପାନୀ 13 କୋଟି ର ବିଲ୍ ଆସିଥାଏ ,କିନ୍ତୁ କର୍ତୁପକ୍ଷ ବିଦ୍ୟୁତ୍ ଶୁକ୍ଳ ଦେବାକୁ କୋୖଣସି ତତ୍ପର ନହେବାରୁ ଶେଷରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯାଇଛି ।

LEAVE A REPLY

Please enter your comment!
Please enter your name here