ସାତଟି ପର୍ଯ୍ୟାୟ ରେ ପୁରା ହେବାକୁ ଥିବା ଏହି ଲୋକସଭା ନିର୍ବାଚନ 2019ରୁ ଛଅଟି ପର୍ଯ୍ୟାୟ ର ମତଦାନ ପୁରା ହୋଇସାରିଛି I ଶେଷ ମତଦାନ 19ମେ ହେବାକୁ ଯାଉଛି I ବର୍ତ୍ତମାନ ପର୍ଯ୍ୟନ୍ତ ପୁରା ହୋଇଥିବା ଛଅଟି ପର୍ଯ୍ୟାୟ ମତଦାନରେ ମମତା ବାନାର୍ଜୀଙ୍କ ଶାସିତ ପଶ୍ଚିମ ବଙ୍ଗଳାରେ ଜବରଦସ୍ତ ହିଂସା ଦେଖାଦେଇଛି I ତାସହ ଆରୋପି ମଧ୍ୟ ଲାଗିଛି ଟିଏମସିର କାର୍ଯ୍ୟକର୍ତାଙ୍କ ଉପରେ I
ସବୁ ରାଜ୍ୟରେ ନିର୍ବାଚନ ଆୟୋଗରେ ବହୁ ସଂଖ୍ୟାରେ ସୁରକ୍ଷା ଦେବାକୁ ପଡିଲା I ମମତା ବାନାର୍ଜୀ ହେଉଛନ୍ତି ପଶ୍ଚିମ ବଙ୍ଗଳାର ପ୍ରଥମ ରକ୍ଷକ ସେହି ପଶ୍ଚିମ ବଙ୍ଗଳାରେ ମମତା ବାନାର୍ଜୀଙ୍କ ଟିଏମସି କାର୍ଯ୍ୟକର୍ତାଙ୍କ ଦ୍ୱାରା ତାଙ୍କ ରାଜ୍ୟରେ ଥିବା ବିରୋଧୀ ଭାଜପା ଉପରେ ହାମଲା କରାଯାଇ ତାଙ୍କର ହତ୍ୟା କରାଯାଇଥିବା ଅଭିଯୋଗ ହେଇଚି I ଷଷ୍ଠ ପର୍ଯ୍ୟାୟ ର ନିର୍ବାଚନରେ ମଧ୍ୟ ହିଂସା ଦେଖାଦେଇଥିଲା ସେଠି ଥିବା ସିଆରପିଏଫେ ଜବାନମାନେ ହିଂସାକାଣ୍ଡ କରାଉଥିବା ଲୋକଙ୍କୁ ଧରିଲେ I ଏହି କଥା ବିଜେପିର ରାଷ୍ଟ୍ରୀୟ ସଚିବ କୈଳାସ ବିଜୟବର୍ଗିୟ ଟୁଇଟି ମାଧ୍ୟମରେ ଜଣାଇଛନ୍ତି I କୈଳାସ ବିଜୟବର୍ଗିୟ ଟୁଇଟିରେ ଲେଖିଛନ୍ତି ପଶ୍ଚିମ ବଙ୍ଗଳାରେ ମତଦାନର ଶେଷ ପର୍ଯ୍ୟାୟ ରେ କେନ୍ଦ୍ରୀୟଵଳ ମାନେ ଟିଏମସିର ଗୁଣ୍ଡାକୁ ହତୀୟାର ସହ ଧରିଛନ୍ତି I

LEAVE A REPLY

Please enter your comment!
Please enter your name here