ପରକ୍ରୀୟା ପ୍ରୀତି ବେଳେବେଳେ ସଂସାର ଉଜାଡି ଦିଏ ,ଏମିତି ଏକ ପରକ୍ରୀୟା ପ୍ରେମ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲାରେ I ଟିଉସନ୍ କରିବାକୁ ଯାଇଥିବା ଶିକ୍ଷକ ଛାତ୍ରୀ ର ମା କୁ ନେଇ ଫେରାର ହୋଇଯାଇଛନ୍ତି । ଘଟଣା ଟି ଏବେ ସମଗ୍ର ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି । ଖବର ଅନୁଯାୟୀ ବାଲେଶ୍ଵର ଜିଲ୍ଲାର ସୋର ଅଞ୍ଚଳ ର ତେନ୍ତେଇ ଗ୍ରାମରେ ବନିନ୍ଦ୍ର ମହାଳିକ ପାଖ ଗ୍ରାମରେ ସପ୍ତମ ଶ୍ରେଣୀ ଛାତ୍ରୀ ଙ୍କୁ ପାଠ ପଢାଉ ଥିଲେ । ତେବେ ନିୟମିତ ଘରକୁ ଆସିବା ସମୟରେ ଛାତ୍ରୀ ଙ୍କ ମା ସହିତ ସାର୍ ଙ୍କ ପ୍ରେମ ହେଇଯାଇଥିଲା ।ପରେ ଉଭୟ ଘର ଛାଡ଼ି ଫେରାର ହୋଇଯାଇଛନ୍ତି । ପାଠ ପଢ଼ାଇବା କୁ ଆସି ଛାତ୍ରୀ ର ମା କୁ ନେଇ ଫେରାର ହୋଇଯିବା ଘଟଣା ଏବେ ଜୋରଦାର ଚର୍ଚ୍ଚା ଧରିଛି ।

LEAVE A REPLY

Please enter your comment!
Please enter your name here