ନିର୍ବାଚନ ପରେ ଆଙ୍ଗୁଠି ରେ ସାହି ଚିଂହ ଲଗାଇ ଫଟୋ ଦେବା ହେଉଛି ଏବେ ର ନୂଆ ସୋସିଆଲ ମିଡ଼ିଆ ତ୍ରେଣ୍ଡ।

ସମସ୍ତେ ଭୋଟ ଦେଲା ପରେ ଏହି ଫଟୋ କୁ ସୋସିଆଲ ମିଡ଼ିଆ ରେ ଛାଡ଼ିବାକୁ ଭୁଲୁନହନ୍ତି।

ତେବେ ସମସ୍ତେ ସେହି ଗୋଟିଏ ଆଙ୍ଗୁଠି ର ଫୋଟୋ ଦେଉଥିବା ବେଳେ ଗାନ୍ଧୀ ପରିବାର ସଦସ୍ୟ ମାନେ ସମସ୍ତେ ୪ଟି ଆଙ୍ଗୁଠି କାହିଁକି ଦେଖାଉଛନ୍ତି ଏହାକୁ ନେଇ ସୋସିଆଲ ମିଡିଆ ରେ ଏବେ ଚର୍ଚ୍ଚା ଜୋର ଧରିଛି।

ଫଟୋ ରେ କେବଳ ଜଣେ ନୁହଁ ସମସ୍ତ ଗାନ୍ଧୀ ପରିବାର ର ସଦସ୍ୟ ମାନେ ୪ଟି ଆଙ୍ଗୁଳି ଦେଖାଉଛନ୍ତି।

LEAVE A REPLY

Please enter your comment!
Please enter your name here