କାଶ୍ମୀର ରେ ଘଟିଯାଇଛି ଏକ ଲୋମହର୍ଷଣ କାରି ଘଟଣା I ସନ୍ଧ୍ୟା ହେବା ଆରମ୍ଭ ହେବା ସହ ମସଜିଦ କୁ ଯିବାର ସମୟ ହେଇ ଆସୁଥିଲା I 3 ବର୍ଷର ଝିଅ ଚାଚା ସହ ମସଜିଦି ଯିବାକୁ ବାହାରିଲା I ଝିଅ ଚାଚା ସହ ଘରର ବାହାର ପର୍ଯ୍ୟନ୍ତ ଆସିଲା କିଛି ବାଟ ସାଥିରେ ଚାଲିବା ପରେ ଚାଚା ତାକୁ ଘରକୁ ଫେରିଯିବାକୁ କହିଲେ ଓ ସେ ମସଜିଦ ଚାଲିଗଲେ କିନ୍ତୁ ଛୁଆଟି ଅଧେଘଣ୍ଟା ଚାଲିଗଲା ସେ ଘରକୁ ଫେରିଲା ନାହିଁ I ମା ଚିନ୍ତିତ ହୋଇ ଘରର ଆଖପାଖରେ ଖୋଜିବା ଆରମ୍ଭ କରିଦେଲେ I କିଏ ଜଣେ କହିଲାକି ଗାଁର ସରକାରୀ ସ୍କୁଲୁ ପାଖରେ କାହାର କାନ୍ଦିବାର ଆବାଜ ଆସୁଛି I ମା ସେଠି ଯାଇ ପହଁଚିଲା I ଗୁଡିୟା ଯେଉଁ ଅବସ୍ଥାରେ ମିଳିଲା ସେହି ଅବସ୍ଥାରେ କୌଣସି ମା ନିଜ ଛୁଆକୁ ଦେଖିବାକୁ ଚାହିଁବନି I ମା ଯେତେବେଳେ ତାକୁ ପଚାରିଲା ତୁ ସ୍କୁଲୁରେ କେମିତି ପହଂଚିଲୁ ଗୁଡିୟା କହିବାକୁ ଲାଗିଲାକି ଜଣେ ଭାଇ ମତେ ବବୁଲୁକମ ଦେଲେ ଓ ମତେ ସାଙ୍ଗରେ ନେଇକି ଗଲେ I ତାପରେ ସେ କହିଲା ତାସହିତ କଣ କଣ ହେଇଥିଲା I ଛୁଆର ରକ୍ତ ବାହାରୁଥିଲା ଓ ମାତାପିତା ବୁଝିଗଲେକି ତାସହ ରେପ୍ ହେଇଥିଲା I ଆରୋପି ଛୁଆକୁ ସ୍କୁଲୁର ଟଏଲେଟରେ ରେପ୍ କରିଥିଲା Iମେଡିଆରେ ଏହି ଖବର ଆସିଯାଇଥିଲା I ବୟାନବାଜି ପାଇଁ ଏହା ଦବିଯାଇଥିଲା I କାଶ୍ମିରୀରେ ଜାଗା ଜାଗାରେ ପ୍ରତିବାଦ ପ୍ରଦର୍ଶନ ହେବାରୁ ଏହି ଖବର ସାମ୍ନାକୁ ଆସିଲା

I ଘଟଣା କାଶ୍ମିରୀ ଘାଟିର ବାଦିପୋରା ଜିଲ୍ଲାର I ସମ୍ଭଲ ଗାଁରେ 8 ମେ ଦିନ ଏକ ଯୁବକ ଏହି ଝିଅକୁ ରେପ୍ କରିଥିଲା I 3 ବର୍ଷର ଝିଅ ଆରୋପିକୁ ଚିନିଲା ପରେ ପୋଲିସ ତାକୁ ଗିରଫ କରିଥିଲା I ସେହି ଗାଁର ପ୍ରାଇଭେଟ ସ୍କୁଲୁର ପ୍ରିନ୍ସିପାଲକୁ ମଧ୍ୟ ଗିରଫ କରାଯାଇଛି I କୁହାଯାଉଛିକି ଆରୋପି ଯୁବକକୁ କଡା ସଜ୍ଜାରୁ ବଂଚାଇବା ପାଇଁ ସ୍କୁଲୁ ତାର ଫର୍ଜ ସାର୍ଟିଫିକେଟ ଜାରି କରିଥିଲା I

LEAVE A REPLY

Please enter your comment!
Please enter your name here