ଜୀବନର ସବୁ ସୁଖ ଦୁଃଖ ଧନ ସମ୍ପତି ମା ଲକ୍ଷ୍ମୀଙ୍କ ପାଦ ତଳେ ସମର୍ପିତ I ମାଲକ୍ଷ୍ମୀଙ୍କୁ ପୂଜା କଲେ ଜୀବନର ସବୁ ଦୁଃଖ ଓ ଦାରିଦ୍ରତା ଦୂର ହୋଇଥାଏ I ଯୁଗେ ଯୁଗେ ମାଲକ୍ଷ୍ମୀଙ୍କ ମହିମା ଦେଖିବାକୁ ମିଳେ I

ଆସନ୍ତୁ ଜାଣିବା ଏକ କାହାଣୀ ମାଧ୍ୟମରେ I ବିଭୂଷଣ ଓ ତାର ପ୍ରଜା ବସ୍ତ୍ରାଳୟ ଥିଲେ ସେ ରାଜ୍ୟରେ ଶିଳ୍ପ ଦୁର୍ଦଶା ଦେଖି ଏକ ବଜାର କରିଥିଲେ I ସେ ଘୋଷଣା କରିଥିଲେ ସନ୍ଧ୍ୟାବେଳେ ଯେଉଁ କଳାକୃତି ବିକ୍ରି ହେବନାହିଁ ସେ ନିଜେ କିଣିନେବେ I

ଦିନେ ବଜାରରେ ଗୋଟେ ଶିଲ୍ପକାରର ସବୁ ମୂର୍ତି ବିକ୍ରି ହେଇଗଲା କେବଳ ଗୋଟେ ଅଲକ୍ଷ୍ମୀଙ୍କ ମୂର୍ତି ଥିଲା I ଶିଳ୍ପକାର ତାହା ନେଇ ରାଜାଙ୍କ ପାଖରେ ପହଁଚିଲା I ମନ୍ତ୍ରୀ ରାଜାଙ୍କ ପାଖରେ ଥିଲେ ସେ ଉପଦେଶ ଦେଲେକି ଅଲକ୍ଷ୍ମୀ ମୂର୍ତି ଦେଖିକରି ମାଲକ୍ଷ୍ମୀ ଖୁବ୍ଧ ହୋଇପାରନ୍ତି କିନ୍ତୁ ରାଜା ନିଜ ବଚନରେ ବନ୍ଧା ଥିଲେ ସେଥିପାଇଁ ସେହି ମୂର୍ତି କିଣିନେଲେ I କାର୍ଯ୍ୟ ଶେଷ କରି ଯେବେ ରାଜା ଶୋଇବାକୁ ଗଲେ ସେତେବେଳେ ସେ କାହାର କାନ୍ଦିବାର ଆବାଜ ଶୁଣିବାକୁ ପାଇଲେ ରାଜା ଦେଖିଲେ ବସ୍ତ୍ରର ସଜ୍ଜିତ ଏକ ସ୍ତ୍ରୀ ଲୋକ କାନ୍ଦୁଛି I

ରାଜା ତାଙ୍କର କାନ୍ଦିବାର କାରଣ ପଚାରିଲେ ତେବେ ଉତ୍ତର ମିଳିଥିଲାକି ମୁ ଲକ୍ଷ୍ମୀ ଅଟେ ଆଜି ଅଲକ୍ଷ୍ମୀ ମୂର୍ତି ଆଣିକରି ମୋର ଅପମାନ କଲେ ଆପଣ ତାହାକୁ ମହଲରୁ ବାହାର କରିଦିଅନ୍ତୁ ରାଜା ଏହା ଶୁଣି ମନାକରିଥିଲେ ଓ ସେ କହିଲେ ବଚନରେ ବନ୍ଧା ଅଟନ୍ତି ଏହା ଶୁଣି ଲକ୍ଷ୍ମୀ ଚାଲିଗଲେ I ରାଜା ଫେରିବାକୁ ଲାଗିଲେ ଏକ ଆବାଜ ଶୁଭିଲା ଯେତେବେଳ ସେ ପଛକୁ ଅନାଇ ଦେଖିଲେ ନାରାୟଣ ଠିଆହେଇଛନ୍ତି ଓ ସେ କହିଲେ ଆପଣ ମୋ ପତ୍ନୀ ଲକ୍ଷ୍ମୀଙ୍କ ଅପମାନ କରିଛନ୍ତି ଏଥିପାଇଁ ମତେଭି ଯିବାକୁ ହବ
ରାଜା ପୁଣି ନିଜ କକ୍ଷକୁ ଫେରିଗଲେ I ସେତେବେଳେ ତାଙ୍କ ଦୃଷ୍ଟି ଏକ ଦିବ୍ୟ ଆକୃତିର ଜିନିଷ ଉପରେ ପଡିଲା ଆପଣ ଯଦି ଏହି ମହଲ ଛାଡି ଯିବାକୁ ଚାହୁଁଛନ୍ତି ତାହେଲେ ଚାଲିଯାଆନ୍ତୁ I ମୁ ମୋ ଧର୍ମରୁ କେବେ ହଟି ପାରିବିନାହିଁ I ଆକୃତି କହିଲାକି ମୁ ଧର୍ମରାଜ ଅଟେ କିପରି ଆପଣଙ୍କୁ ଛାଡ଼ିଯାଇପାରିବି I

ସେହି ରାତିରେ ରାଜା ସ୍ୱପ୍ନରେ ଦେଖିଲେକି ନାରାୟଣ ଓ ଲକ୍ଷ୍ମୀ ଠିଆହେଇଥିଲେ ଓ କହିଲେ ରାଜନ ଯେଉଁଠି ଧର୍ମ ଅଛି ସେଠି ଆମର ଠିକଣା ଅଟେ ଆମେ ତମକୁ କେବେ ଛାଡି ଯିବୁ ନାହିଁ I ଏହି କାହାଣୀ ମାଧ୍ୟମରେ ମାଲକ୍ଷ୍ମୀଙ୍କ ଏକ ବାର୍ତା ଦେଖିବାକୁ ମିଳିଲା ଦୁନିଆରେ କିଛି ମଧ୍ୟ ବଦଳିଯାଉ ଆପଣ କେବେହେଲେ ଧର୍ମର ମାର୍ଗ ଛାଡ଼ିବେ ନାହିଁ I ଯାହା ପାଖରେ ଧର୍ମର ମହତ୍ୱ ଗୁଣ ରହିଛି ତାକୁ କେବେହେଲେ ମାଲକ୍ଷ୍ମୀ ଛାଡିକି ଯାଆନ୍ତି ନାହିଁ I

LEAVE A REPLY

Please enter your comment!
Please enter your name here