ଯାହାର ଜନ୍ମ ହେଇଛି ତାର ମୃତ୍ୟୁ ସୁନିଶ୍ଚିତ ଏହି ସତ୍ୟକୁ କେହି ବଦଳାଇ ପାରିବେ ନାହିଁ I ହେଲେ କେତେବେଳେ ମୃତ୍ୟୁ ହେବ ତାର ପୂର୍ବରୁ ଲାଗିଯାଏ I ମାନ୍ୟତା ଅନୁସାରେ ଯମଙ୍କ ଦୂତ ମରିବା ପୂର୍ବରୁ ଚାରଟି ସନ୍ଦେଶ ଦିଅନ୍ତି I ଯେଉଁଥିରୁ ବୁଝାପଡେକି ତାର ବର୍ତମାନ ଅନ୍ତିମ ସମୟ ଆସିଗଲା I ଏକ ପ୍ରଚଳିତ କଥା ଅନୁସାରେ ଯମରାଜ ତାଙ୍କ ଭକ୍ତ ଅମରୀତିକୁ ବଚନ ଦେଇଥିଲେକି ମୃତ୍ୟୁ ପୂର୍ବରୁ ଚାରଟି ସଂକେତ ଜରିଆରେ ସୂଚନା ପଠାଇବେ I ଗୋଟେ ସମୟର କଥା ଯମୁନା ପାଖରେ ଅମ୍ରିତ ନାମକ ଏକ ବ୍ୟକ୍ତି ରହୁଥିଲା I ସେ ଯମରାଜାଙ୍କ ଦିନରାତି ପୂଜା କରୁଥିଲା କାହିଁକିନା ତାକୁ ସବୁବେଳେ ମରଣର ଭୟ ରହୁଥିଲା I

ଯମରାଜା ଅମ୍ରିତିର ତପସ୍ୟାରେ ପ୍ରଭାବିତ ହୋଇ ତାଙ୍କ ସାମ୍ନାରେ ପ୍ରକଟିତ ହେଲେ ଓ ତାଙ୍କୁ ବରଦାନ ମାଗିବାକୁ କହିଲେ I ଅମ୍ରିତି ଯମରାଜାଙ୍କ ଠାରୁ ଅମର ବର ମାଗିଲା ଏହା ଶୁଣି ଯମରାଜା ତାଙ୍କୁ ବୁଝାଇଲେ ଓ କହିଲେ ଯାହାର ଜନ୍ମ ହେଇଛି ତାର ମୃତ୍ୟୁ ସୁନିଶ୍ଚିତ I ଅମ୍ରିତି ଏହା ଶୁଣି ଯମରାଜାଙ୍କୁ କହିଲେ ଯଦି ମରଣକୁ ହଟାଯାଇପାରିବ ନାହିଁ ତାହେଲେ ମରଣ ପୂର୍ବରୁ କିଛି ସଂକେତ ଦିଅନ୍ତୁ ଯାହା ଫଳରେ ମୁ ମୋ ପରିବାର ପାଇଁ କିଛି କରିପାରିବି I ଏହା ଶୁଣି ଅମ୍ରିତିକୁ ମରଣ ପୂର୍ବରୁ ସୂଚନା ଦେବାକୁ ବଚନ ଦେଲେ I ଯେମିତି ମରଣର ସୂଚନା ପହଂଚିବ ସେମିତି ବିଦାୟ ହେବାର ପୁରା ପ୍ରସ୍ତୁତ ଆରମ୍ଭ କରିଦେବ I

ଏହାପରେ ଅମ୍ରିତି ସବୁ ବିଳାସ ଛାଡି ଜୀବନଯାପନ ଆରମ୍ଭ କରିଦେଲା I ମୃତ୍ୟୁର ଟିକେବି ଚିନ୍ତା ହେଉନଥିଲା ତାକୁ ଧୀରେ ଧୀରେ ସବୁ ଠିକ ହେବାକୁ ଲାଗିଲା କିଛି ବର୍ଷ ପରେ ତାର ସବୁ ଦାନ୍ତ ଭାଙ୍ଗିଗଲା ଓ ତାର ଆଖିର ରଶ୍ମିଭି କମ ହେବାକୁ ଲାଗିଲା କିନ୍ତୁ ଏପର୍ଯ୍ୟନ୍ତ ଯମରାଜାଙ୍କ କୌଣସି ସଂକେତ ମିଳିଲା ନାହିଁ I କିଛି ବର୍ଷ ଗଲା ସେ ବିଛଣାରୁ ଉଠିବାବି କଷ୍ଟ ହେଇଗଲା ତାକୁ ତାପରେ ସେ ମନରେ ଯମରାଜାଙ୍କୁ ଧନ୍ୟବାଦ ଜଣାଇଲା I ଥରେ ସେ ବ୍ୟସ୍ତ ହୋଇପଡିଲା ପାଖରେ ଯମଦୂତ ଦେଖି ଓ ଯମଦୂତ ତାକୁ ନେଇଗଲେ ସେତେବେଳ ଅମ୍ରିତି ଯମରାଜାଙ୍କୁ ପଚାରିଲା ଆପଣତ ମୃତ୍ୟୁ ପୂର୍ବରୁ କୌଣସି ସଂକେତ ଦେଇନାହାନ୍ତି I ଯମରାଜା ଉତ୍ତର ଦେଲେକି ମୁତ ତମକୁ ଚାରଟି ସୂଚନା ପଠେଇଥିଲି କିନ୍ତୁ ତମକୁ ସୁଖ ଜୀବନଯାପନ ଅନ୍ଧ ବନେଇଦେଇଥିଲା I

ପ୍ରଥମ ସଂକେତ ହେଲା ତମ ବାଳ ଯେତେବେଳ ଧଳା ହେଇଗଲା , ଯେତେବେଳେ ତମର ସବୁ ଦାନ୍ତ ଭାଙ୍ଗିଗଲା ଏହା ଥିଲା ଦୁତୀୟ ସଂକେତ ,ତୃତୀୟ ସଂକେତ ହେଉଛି ତମର ଦୃଷ୍ଟି କମ ହେବାକୁ ଲାଗିଲା ଓ ଚତୁର୍ଥ ସଂକେତ ହେଉଛି ତମର ଯେତେବେଳେ ସବୁ ଅଙ୍ଗ କାମ କରିବା ବନ୍ଦ କରିଦେଲେ କିନ୍ତୁ ତମେ ଏହି ସଙ୍କେତକୁ ବୁଝିପାରିଲ ନାହିଁ I

LEAVE A REPLY

Please enter your comment!
Please enter your name here